ସଫଳତାର ମୂଳମନ୍ତ୍ର : ସୁଯୋଗ ଓ ଦୃଢ ମନୋବଳ
ଭଦ୍ରକ ଜିଲ୍ଲାର ଏକ ଛୋଟ ଗାଁର ଜଣେ ବୋହୂ ଛବିରାଣୀ ବିଶ୍ଵାଳ । ଜଣେ କଳା ବିଭାଗର ଛାତ୍ରୀ ଥିଲେ ଛବିରାଣୀ, ପଢିବା ସମୟରେ ହିଁ ମନରେ ଆଶା ବାନ୍ଧିଥିଲେ ଶିକ୍ଷକତା କରାଇବାପାଇଁ ମାତ୍ର ପାରିପାର୍ଶ୍ଵିକ ସୁବିଧା ସୁଯୋଗର ଅଭାବ, ପାରିବାରିକ ସମସ୍ଯା ପାଇଁ ଉପଯୁକ୍ତ ବୟସ ପୂର୍ବରୁ ବିବାହ କରିଥିଲେ । ବିବାହ ପରେ ଘରର ଦାୟିତ୍ଵ ମଧ୍ୟରେ ଛନ୍ଦି ହୋଇ ନିଜର ସ୍ଵପ୍ନକୁ ସାକାର କରିବା ପାଇଁ ଅନ୍ୟତ୍ର ସୁଯୋଗ ମଧ୍ୟ ଖୋଜିବାର ଆଶା […]
ସଫଳତାର ମୂଳମନ୍ତ୍ର : ସୁଯୋଗ ଓ ଦୃଢ ମନୋବଳ Read More »



