The first step to success (ସଫଳତାର ପ୍ରଥମ ପାହାଚ)
The first step to success – Debasmita Mohapatra ସଫଳତାର ପ୍ରଥମ ପାହାଚ ମୁଁ ଶୁଣିଥିଲି ଭୁବନେଶ୍ୱର ଏକ ସ୍ଵପ୍ନର ସହର । ସମସ୍ତେ ଏଠାକୁ ଯିବା ପାଇଁ ଚାହାନ୍ତି ନିଜର ସ୍ଵପ୍ନ ପୂରଣ କରିବା ପାଇଁ, ନିଜର ଲକ୍ଷ୍ୟ ହାସଲ କରିବା ପାଇଁ । ଓଡ଼ିଶାର କଟକ ଜିଲ୍ଲାର ଏକ ଛୋଟ ଗାଁରେ ମୋ ଘର । ସମସ୍ତଙ୍କ ଭଳି ମୋ ଆଖିରେ ମଧ୍ୟ ଆଖିଏ ସ୍ଵପ୍ନ । ମାତ୍ର ମୋ ଭଳି “ଏକ […]
The first step to success (ସଫଳତାର ପ୍ରଥମ ପାହାଚ) Read More »









