ThinkZone

ThinkZone’s contribution in my life

ThinkZone’s contribution in my life (ମୋ ଜୀବନରେ ଥିଙ୍କଜୋନର ଅବଦାନ) ମୋ ନା ସୁଭଦ୍ରା ଶାହୁ । ମୁଁ ଥିଙ୍କଜୋନରେ ଅପରେସନ ମ୍ୟାନେଜର ଭାବରେ କାମ କରୁଛି । ମୋର କାମ ହେଉଛି ଭଦ୍ରକରେ ଥିବା ଥିଙ୍କଜୋନର ସମସ୍ତ ସେଣ୍ଟରକୁ ସହଯୋଗ ଯୋଗାଇବା ଅର୍ଥାତ ଭଦ୍ରକର ଗ୍ରାମାଞ୍ଚଳରେ ଥିବା ଶିକ୍ଷାବିତମାନଙ୍କୁ ଚୟନ କରି ,୩ ରୁ ୧୦ ବର୍ଷ ବୟସର ପିଲାମାନଙ୍କୁ ପଢାଇବା ପାଇଁ ସେମାନଙ୍କୁ ସହଯୋଗ ଦେବା । ମୁଁ ବର୍ତ୍ତମାନ ୨୫ ରୁ […]

ThinkZone’s contribution in my life Read More »

Stories: A way to learn

Stories: A way to learn (ଗଳ୍ପ: ପାଠ ଶିଖିବାର ଏକ ମାଧ୍ୟମ) “If you want your children to be smart, tell them stories. If you want them to be brilliant, tell them more stories” – ଆଲବର୍ଟ ଆଇନଷ୍ଟାଇନ ‘ଗଳ୍ପ’ ଏହି ଶବ୍ଦଟି ଶୁଣିଦେଲେ ମନରେ ଆନନ୍ଦ ଖେଳିଯାଏ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଗପ ଶୁଣିବାକୁ, କହିବାକୁ ଭଲ ଲାଗେ । ଗପ ଯେ

Stories: A way to learn Read More »

It’s not just an organization it is much more

It’s not just an organization it is much more – Priti Rekha Das ସଙ୍ଗଠନ ନୁହେଁ ତ ଏହା ଏକ ସଂକଲ୍ପ ମୁଁ ପ୍ରୀତିରେଖା ଦାସ । ଆଜି ମୁଁ ଥିଙ୍କଜୋନର କିଛି ସଦସ୍ୟଙ୍କ ବିଷୟରେ ଆପଣଙ୍କୁ ଜଣାଇବି। ତିନି ବର୍ଷ ପୂର୍ବେ ମୁଁ ସ୍ୱଚ୍ଛ ଭାରତରେ କାମ କରୁଥିଲି । ସେତେବେଳେ ମୁଁ ଥିଙ୍କଜୋନ ବିଷୟରେ ଜାଣିନଥିଲି । ଦିନେ ମୁଁ ଥିଙ୍କଜୋନ ବିଷୟରେ ଶୁଣିବାକୁ ପାଇଲି । ଥିଙ୍କଜୋନ ବିଷୟରେ

It’s not just an organization it is much more Read More »

The first step to success (ସଫଳତାର ପ୍ରଥମ ପାହାଚ)

The first step to success – Debasmita Mohapatra ସଫଳତାର ପ୍ରଥମ ପାହାଚ ମୁଁ ଶୁଣିଥିଲି ଭୁବନେଶ୍ୱର ଏକ ସ୍ଵପ୍ନର ସହର । ସମସ୍ତେ ଏଠାକୁ ଯିବା ପାଇଁ ଚାହାନ୍ତି ନିଜର ସ୍ଵପ୍ନ ପୂରଣ କରିବା ପାଇଁ, ନିଜର ଲକ୍ଷ୍ୟ ହାସଲ କରିବା ପାଇଁ । ଓଡ଼ିଶାର କଟକ ଜିଲ୍ଲାର ଏକ ଛୋଟ ଗାଁରେ ମୋ ଘର । ସମସ୍ତଙ୍କ ଭଳି ମୋ ଆଖିରେ ମଧ୍ୟ ଆଖିଏ ସ୍ଵପ୍ନ । ମାତ୍ର ମୋ ଭଳି “ଏକ

The first step to success (ସଫଳତାର ପ୍ରଥମ ପାହାଚ) Read More »

The meaning of Women Empowerment (ନାରୀ ସଶକ୍ତି କରଣର ଅର୍ଥ କ’ଣ ? )

The meaning of Women Empowerment (Odia) ନାରୀ ସଶକ୍ତି କରଣର ଅର୍ଥ କ’ଣ ? ନାରୀ ସଶକ୍ତି କରଣର ସମ୍ପୂର୍ଣ୍ଣ ଅର୍ଥ ତ ମୁଁ କହିପାରିବିନି କିନ୍ତୁ ଯେତେବେଳେ ମୋ ମା ବିଦ୍ୟାଳୟକୁ ଯାଆନ୍ତି,ଭଉଣୀ ଚାକିରିକୁ ଯାଆନ୍ତି,ମୋ ଘରେ ଯେତେବେଳେ ମତେ ବାହାରକୁ ଯିବାକୁ ମନା କରନ୍ତି ନାହିଁ,ପାଠ ପଢ଼ାରେ କିଛି ବାଧା ମଧ୍ୟ ଦିଅନ୍ତି ନାହିଁ ତାହା ଦେଖି ମୁଁ ଭାବେ ଏହାକୁ ବୋଧେ ନାରୀ ସଶକ୍ତି କରଣ କୁହାଯାଏ ।  ୨୦୧୮ ମସିହା

The meaning of Women Empowerment (ନାରୀ ସଶକ୍ତି କରଣର ଅର୍ଥ କ’ଣ ? ) Read More »

October Newsletter

October Newsletter Through this blog, we are updating all of you with updates of the month! Take a look! Engaging parents and children at home Since the pandemic, we have been using remote instructions by phone and simple SMS messages along with automated voice call to engage children aged 3-10 years in activity-based learning content.

October Newsletter Read More »