A Photo Story
A Photo Story (ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି: ଏକ ଫୋଟ ଷ୍ଟୋରି) ଥିଙ୍କଜୋନରେ ଆମେ ବିଶ୍ଵାସ କରୁ ଯେ ଗତିବିଧି ଆଧାରିତ ଶିକ୍ଷା ପଦ୍ଧତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସର୍ବତ୍ତୋମ ମାଧ୍ୟମ । ଗତିବିଧି ଆଧାରିତ ଶିକ୍ଷା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ପିଲାମାନେ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ଶିଖନ୍ତି । ଅଡିଓ, ଭିଡିଓ, ଖେଳ, ଗପ, ପାଠ୍ୟ ଉପକରଣ ଇତ୍ୟାଦି ବ୍ୟବହାର କରି ପାଠ ପଢାଇବା ପଦ୍ଧତି ହେଉଛି […]









